କୁଇଜ ପ୍ରତିଯୋଗିତା ମେଟଲ ମିଟ୍-୨୦୨୫: ଏମ୍ସ ଭୁବନେଶ୍ବର ଚମ୍ପିଆନ
ଭୁବନେଶ୍ଵର: ଦୈନିକ ଇଂରାଜୀ ଖବର କାଗଜ ଓଡିଶା ପୋଷ୍ଟ ପକ୍ଷରୁ ଭୁବନେଶ୍ବରରେ କୁଇଜ ପ୍ରତିଯୋଗିତା ମେଟଲ ମିଟ୍-୨୦୨୫ ସପ୍ତମ ସଂସ୍କରଣର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଜୁନିୟର ବର୍ଗରେ ଭୁବନେଶ୍ବର ୟୁନିଟ୍-୮ ଡିଏଭି ପବ୍ଳିକ୍ ସ୍କୁଲ ଏବଂ ସିନିୟର ବର୍ଗରେ ଏମ୍ସ ଭୁବନେଶ୍ବର…

